Jump to content

କାଳପୃଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳପୃଷ୍ଠ
ଉଚ୍ଚାରଣ: Kāḻapṛushṭha

ସଂ. ବି. (ବହୁବ୍ରୀହି; କାଳ+ପୃଷ୍ଠ) —

୧: କଙ୍କପକ୍ଷୀ — ୧. The Numidian Crane.

୨: କର୍ଣ୍ଣଙ୍କ ଧନୁର ନାମ — ୨. The bow of king Karṇṇa

୩: ମୃଗବିଶେଷ —୩. A kind of antelope.