Jump to content

କାଳବଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳବଶ
ଉଚ୍ଚାରଣ: Kāḻabaṡa

ସଂ. ବିଣ. (୬: ଷ୍ଠୀ ତତ୍; କାଳ+ବଶ) —

୧: କାଳ ବା ସମୟର ଅଧୀନ — ୧. Subject to time.

୨: ମୃତ୍ଯୁର ଅଧୀନ —୨. Subject to death.

ଦେ. ବି. —

୧: କାଳକ୍ରମ; ସମୟକ୍ରମ; ଘଟନାକ୍ରମ; ସମୟଗତି — ୧. Course of time.

୨: ମୃତ୍ଯୁ —୨. Death.

ଏଥିରୁ ଆନ ହୋଇ ଯେତେ ରାଜା ଥିଲେ କାଳବଶେ (୧: ମ ଅର୍ଥ) କାଳବଶ (୨: ୟ ଅଥ) କୁ ପାଇଲେ— କୃଷ୍ଣସିଂହ ମହାଭାରତ. ଆଦି