Jump to content

କାଳବସନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳବସନା
ଉଚ୍ଚାରଣ: Kāḻabasanā

ସଂ. ବି. ସ୍ତ୍ରୀ. (ବହୁବ୍ରୀହି; କାଳ=କୃଷ୍ଣବର୍ଣ୍ଣ+ବସନ =ବସ୍ତ୍ର+ଆ) —

ନୀଳାମ୍ବରା (ସ୍ତ୍ରୀ) — (female) Wearing blue cloth.

ବରସେ ରସନା ବଲମ୍ବେ କରିବ କିପାଁ ମୁଁ କାଳବସନା— ଭଞ୍ଜ. ପ୍ରେମସୁଧାନିଧି