କାଳରାତ୍ରୀ
ଦେଖଣା
କାଳରାତ୍ରୀ —
ଉଚ୍ଚାରଣ: Kāḻarātri
ସଂ. ବି. —(ରୂପକ; କାଳ+ରାତ୍ରି) —
୧: ବିପଦ ବା ମୃତ୍ଯୁ ଆଦି ନାନା ଅଶୁଭ ଘଟନା ଘଟିବାର ରାତ୍ରି — ୧. A night in which dreadful events take place.
୨: ହିନ୍ଦୁ ଜ୍ଯୋତିଷ ମତରେ ରାତ୍ରିର ଅଶୁଭକର ସମୟ — ୨. Inauspicious period of the night according to Hindu astrology.
୩: ଝଡ଼ ବର୍ଷା ଆଦି ହେଉଥିବା ଘୋର ଅନ୍ଧକାରମୟ ରାତ୍ରି — ୩. Dreadful dark night of rain and storm.
୪: କଳ୍ପାନ୍ତ କାଳର ରଜନୀ —୪. The long night which will shroud the universe at the end of a Kaḻpa when the creation will be deluged with the universal flood.