Jump to content

କାଳଶତ୍ରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଶତ୍ରୁ
ଉଚ୍ଚାରଣ: Kāḻaṡatru

ସଂ. ବି. (ରୂପକ କର୍ମଧା; କାଳ+ଶତ୍ରୁ) —

୧: ଭୟଙ୍କର ବା ଅତିଶୟ ୟନ୍ତ୍ରଣାଦାୟକ ଶତ୍ରୁ — ୧. A tormenting enemy.

୨: ମାରାତ୍ମକ ଶତ୍ରୁ —୨. A mortal enemy.