Jump to content

କାଳଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଶି
ଉଚ୍ଚାରଣ: Kāḻaṡi
(କାଳଶୁଣୀ—ସ୍ତ୍ରୀ)

ଦେ. ବି. ପୁଂ ଓ ସ୍ତ୍ରୀ —

୧: ଯେଉଁ ପୁରୁଷ ବା ସ୍ତ୍ରୀକୁ ଦେବତା ଲାଗନ୍ତି; ୟାହାଠାରେ ଦେବତା ଉଭା ହୁଅନ୍ତି — ୧. A man or woman who is periodically possessed by the spirit of a Deity and who pronounces inspired oracles.

୨: ବସନ୍ତ ରୋଗାକ୍ରାନ୍ତ ବ୍ୟକ୍ତି [ଏହା ଶରୀରରେ ବସନ୍ତ (ଶୀତଳା ଠାକୁରାଣୀ) ବିଜେ କରିଥିବାର ବିଶ୍ବାସ ହେତୁ] — ୨. A person suffering small pox.