କାଳଶି ଲଗାଇବା
ଦେଖଣା
କାଳଶି ଲଗାଇବା —
ଉଚ୍ଚାରଣ: Kāḻaṡi lagāibā
ଦେ. କ୍ରି —
କାଳଶି ବା କାଳଶୁଣୀଠାରେ ଦେବତାଙ୍କର ଆଦେଶ କରାଇବା ଲାଗି (ଧୂପ, ଦୀପ, ପଣା, ଘଣ୍ଟା ଓ ବାଜା ବଜାଇବା ଆଦି) ଉପାୟ କରିବା — To take preliminary steps (e.g. burning of incense and light, sounding of gongs and drums, and offering of sweet drink etc.) for causing the spirit of a Deity to descend upon or possess a particular person, with a view to hear the Deity's wishes and oracles.