Jump to content

କାଳଶୁଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଶୁଦ୍ଧି
ଉଚ୍ଚାରଣ: Kāḻaṡuddhi

(କାଳାଶୁଦ୍ଧି—ବିପରୀତ)

ସଂ. ବି. (୬: ଷ୍ଠୀତତ୍; କାଳ+ଶୁଦ୍ଧି) —

(ଜ୍ଯୋତିଷ) ହିନ୍ଦୁ ଜ୍ଯୋତିଷଶାସ୍ତ୍ର ମତରେ ବିବାହ ବ୍ରତାଦି ଶୁଭାନୁ— ଷ୍ଠାନମାନ କରିବାର ଉପଯୁକ୍ତ ବା ଶୁଦ୍ଧ ସମୟ —Favourable time for the performance of social or family ceremonies (e.g. marriage, upanayana)