କାଳସାର
ଦେଖଣା
କାଳସାର —
ଉଚ୍ଚାରଣ: Kāḻasāra
ସଂ. ବି. (ବହୁବ୍ରୀହି; କାଳ=କୃଷ୍ଣ+ସାର) —
୧: କୃଷ୍ଣସାର ମୃଗ; କଳାବାହୁଟିଆ; ବାଲି ହରିଣ — ୧. The black spotted deer; the Indian antelope; antelope Cervi Capra.
୨: ପୀତ ଚନ୍ଦନ (ଦେଖ) ୨. Pīta chandana (See)