Jump to content

କାଳସୂତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳସୂତ୍ର
ଉଚ୍ଚାରଣ: Kāḻasūtra

ସଂ ବି. (କାଳ+ସୂତ୍ର) —

୧: କାଳପାଶ (ଦେଖ) ୧. Kāḻapāṡa (See)

୨: ହିନ୍ଦୁ ପୁରାଣୋକ୍ତ ପ୍ରତପ୍ତ ତାମ୍ରମୟ ନରକବିଶେଷ — ୨. Part of hell containing molten copper (according to Hindu mythology.)