Jump to content

କାଳାକାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳାକାଳ
ଉଚ୍ଚାରଣ: Kāḻākāḻa

ସଂ. ବି. (ଦ୍ବନ୍ଦ; କାଳ+ଅକାଳ) —

୧: କାଳ ଓ ଅକାଳ; ସୂସମୟ ଓ ଅସମୟ — ୧. Good and bad times.

୨: ଉପଯୁକ୍ତ ଓ ଅନୁପଯୁକ୍ତ ସମୟ — ୨. Fit and unfit times.

୩: ଶୁଭ ଓ ଅଶୁଭ ସମୟ; ଶୁଦ୍ଧ ଓ ଅଶୁ଼ଦ୍ଦ ସମୟ ୩. Holy or propitious time and the opposite.