କାଳାନଳ
ଦେଖଣା
କାଳାନଳ —
ଉଚ୍ଚାରଣ: Kāḻānaḻa
ସଂ. ବି. (କାଳ=ସର୍ବସଂହାରକ+ଅନଳ) —
ପ୍ରଳୟକାଳୀନ ସର୍ବଗ୍ରାସୀ ଅଗ୍ନି — The all-devouring fire of the universal dissolution.
କାଳାନଳ ପଲାଯେକ ସଙ୍ଗେ ଦୈତ୍ୟ ଗୋଷ୍ଠୀ ମହାଦେବ. ବିଷ୍ଣୁକେଶରୀ ପୂରାଣ