Jump to content

କାଳାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳାନ୍ତ
ଉଚ୍ଚାରଣ: Kāḻānta

ସଂ. ବି. (କାଳ+ଅନ୍ତ) —

ୟମ ଦେବତା — An epithet of the God of death.

ଦିଶନ୍ତି ସକାଳେ ତହୁଁ କାଳାନ୍ତ ସଦୃଶ ମହାଦେବ—ବିଷ୍ଣକେଶରୀ ପୂରାଣ