Jump to content

କାଳାନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳାନ୍ତର
ଉଚ୍ଚାରଣ: Kāḻāntara

ସଂ. ବି. (ପରନିପାତ; କର୍ମଧା; ଅନ୍ୟ+କାଳ; ଅନ୍ୟଠାରେ 'ଅନ୍ତର' ଆଦେଶ) —

୧: ଅନ୍ୟ ସମୟ — ୧. Another time.

୨: ଅତୀତ କାଳ —୨. Past time; the past.

୩: ଆଗାମୀ କାଳ; ଭବିଷ୍ୟତ୍ — ୩. Future time; the future.