କାଳାଶୁଦ୍ଧି
ଦେଖଣା
କାଳାଶୁଦ୍ଧି —
ଉଚ୍ଚାରଣ: Kāḻāṡuddhi
ସଂ. ବି. (୬: ଷ୍ଠୀ. ତତ୍; କାଳ+ଅଶୁଦ୍ଧି) —
୧: ମୃତକ ଓ ସୂତକଜନିତ ଅଶୁଦ୍ଧ କାଳ — ୧. The period of impurity due to a birth and death in the family.
୨: ଜ୍ଯୋତିଷ ମତରେ ବିବାହାଦି ଶୁଭ କର୍ମ ପାଇଁ ଅଶୁଦ୍ଧ କାଳ —୨. Unfavourable time; time which is not considered propitious according to Hindu astrology.