କାଳିଅନ୍ଧାର
ଦେଖଣା
କାଳିଅନ୍ଧାର —
ଉଚ୍ଚାରଣ: Kāḻiandhāra
ଦେ. ବି. (ସଂ. କାଳିମା+ଅନ୍ଧକାର) —
ବଡ଼ି ଭୋର; ରାତିପାହାନ୍ତି; ଯେତେବେଳେ ପୃଥିବୀର ଅନ୍ଧାର ସଂପୂର୍ଣ୍ଣରୂପେ ଦୂର ହୋଇ ନ ଥାଏ ଓ ରାତି ଜାଙ୍ଗୁଲୁ— ଜାଙ୍ଗୁଲୁ ହେଉ ଥାଏ —Time just before daybreak.