Jump to content

କାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଆ
ଉଚ୍ଚାରଣ: Kāḻiā

ଦେ. ବିଣ. (ସଂ. କାଳ) —

୧: କଳା; କୃଷ୍ଣବର୍ଣ୍ଣବିଶିଷ୍ଟ — Black coloured.

୨: କୃଷ୍ଣକାୟ —୨. Dark-complexioned; dark-skinned.

୩: (ଅମୂକ) କାଳସମ୍ବନ୍ଧୀୟ (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) — Relating to an age or time.

(ଯଥା—କଳିକାଳିଆ ପିଲା;ବୁଢ଼ାକାଳିଆ ପୁଅ)

ଦେ. ବି. —

୧: କଳାବର୍ଣ୍ଣର ବଳଦ — ୧. Black bullock.

୨: (ଦେହର ବର୍ଣ୍ଣ କଳା ଥିବାରୁ) ଶ୍ରୀକୃଷ୍ଣ —୨. A name of Ṡrīkṛushṇa (owing to his dark complexion)

କାଳିଆ ଫାଦେ ମିତ ନ ପଡ଼ିବୁଟି ସଙ୍ଗୀତ

୩: କାଳୀଚରଣର ଡାକ ନାମ — ୩. Name for calling Kāḻīcharaṇas.