କାଳିଆ ଖଡ଼ା ଚିଙ୍ଗୁଡ଼ି
ଦେଖଣା
କାଳିଆ ଖଡ଼ା ଚିଙ୍ଗୁଡ଼ି —
ଉଚ୍ଚାରଣ: Kāḻiākhaṟḍ̠ā chiṅguṟḍ̠i
ଦେ. ବି. —
ଚଲିକାର ଏକ ପ୍ରକାର ଲୁଣୀ ବଡ଼ ଚିଙ୍ଗୁଡ଼ି —A kind of lobster found in the Chilka lake of Puri district.
[ଦ୍ର—ବିଛାବାଳିଆ ଚିଙ୍ଗୁଡ଼ିର କାତି ରକ୍ତାଭ ଓ କାଳିଆଖଡ଼ା ଚିଙ୍ଗୁଡ଼ିର କାତି କୃଷ୍ଣାଭ; ଏମାନେ ଲମ୍ବ୍ରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି]