Jump to content

କାଳିଆ ସୁନାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଆ ସୁନାରୀ
ଉଚ୍ଚାରଣ: Kāḻiā sunārī

ଦେ. ବି. (ନାମ) —

କେଶବଚନ୍ଦ୍ର ସେନାଙ୍କ ସମସାମୟିକ ବାଲେଶ୍ବରର ଜଣେ ପ୍ରତିଭାଶାଳୀ ବଣିଆ କାରିଗର —Name of a talented goldsmith of Balasore.

[ଦ୍ର—ଏ ୨୬: ବର୍ଷ ବୟସ ପର୍ଯ୍ୟନ୍ତ ନିତାନ୍ତ ଦୁଷ୍ଟ ଓ ଦୁର୍ବୃତ୍ତ ଥିଲେ, କିନ୍ତୁ ପରେ ଅତ୍ୟନ୍ତ ଧାର୍ମିକ ଓ ଈଶ୍ବରଭକ୍ତ ହୋଇ ବ୍ରାହ୍ମ— ଧର୍ମ ଗ୍ରହଣ କଲେ ଏ ବୈଦ୍ୟବୃତ୍ତିରେ ନିପୁଣ ଥିଲେ ଏ ସମସ୍ତ ଭାରତ ପର୍ୟ୍ୟଟନ କରି ନିଜର ଜୀବନୀ ଲେଖି ଯାଇ ଅଛନ୍ତି ଏ ନିଜ ହାତରେ ଅନେକ ପ୍ରକାର ଆଧୁନିକ କଳ ମଧ୍ୟ ଗଢ଼ି ପାରୁ ଥିଲେ ମହାତ୍ମା କେଶବଚନ୍ଦ୍ର ସେନ ଓ ପ୍ରତାପଚନ୍ଦ୍ର ମଜୁମ୍ଦାର ଏହାଙ୍କ ଧର୍ମଜୀବନରେ ଅତ୍ୟନ୍ତ ବିସ୍ମିତ ହୋଇଥିଲେ]