Jump to content

କାଳିଗଉଡ଼ୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଗଉଡ଼ୁଣୀ
ଉଚ୍ଚାରଣ: Kāḻigauṟḍ̠uṇī

ଦେ. ବି —

୧: ଚଲିକାରେ ଦେଖା ଯିବା ଏକପ୍ରକାର ପକ୍ଷୀ —୧. A species of bird found in the Chilka lake.

୨: ବହୁ ପାଦବିଶିଷ୍ଟ ଏକପ୍ରକାର ପୋକ; ଗଉଡ଼ୁଣୀପୋକ — ୨. A black myriapod (insect).