Jump to content

କାଳିଞ୍ଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଞ୍ଜନ
ଉଚ୍ଚାରଣ: Kāḻin̄jana

ସଂ. ବି. (ନାମ) —

୧: ମୁନିବିଶେଷ; ବ୍ରହ୍ମାଙ୍କ ପୁତ୍ର — ୧. A sage; son of Brahmā.

୨: ରାମାୟଣବର୍ଣ୍ଣିତ ମର୍କଟ ୟୂଥପତି — ୨. Name of a general of the monkey- army described in the Rāmāyaṇa.