କାଳିନ୍ଦୀ
ଦେଖଣା
କାଳିନ୍ଦୀ —
ଉଚ୍ଚାରଣ: Kāḻindī
ସଂ. ବି. ସ୍ତ୍ରୀ. (କଳନ୍ଦ=ପର୍ବତବିଶେଷ ବା ସୂର୍ଯ୍ୟ+ଅପତ୍ୟା— ର୍ଥରେ. ଅ+ସ୍ତ୍ରୀ. ଈ) —
୧: ୟମୁନା ନଦୀ — ୧. The river J̄amunā.
୨: କୃଷ୍ଣଙ୍କ ପତ୍ନୀବିଶେଷ — ୨. One of the married wives of Kṛushṇa.
୩: ଅସୁରକନ୍ୟାବିଶେଷ — ୩. Name of a daughter of a demon.
୪: (ବୈଦିକ) କଳମ୍ବଜାତୀୟ ରକ୍ତତିହୁଡ଼ି ଲତା — ୪. Ipomœa Turpethum (creeper).