Jump to content

କାଳିନ୍ଦୀକୂଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିନ୍ଦୀକୂଳିଆ
ଉଚ୍ଚାରଣ: Kāḻindīkūḻiā

ଦେ. ବିଣ. (କାଳିନ୍ଦୀ=ୟମୁନା+କୂଳିଆ; ୟମୁନା କୂଳରେ ବଂଶୀ ବଜାଉଥିବାରୁ) —

୧: ଶ୍ରାକୃଷ୍ଣଙ୍କ ବିଶେଷଣ — ୧. An epithet of Ṡrīkṛushṇa.

୨: କାଳିନ୍ଦୀ ନଦୀକୂଳରେ ବିଚରଣକାରୀ — ୨. Frequenting the banks of the river Jamacr;amunā.