Jump to content

କାଳିପଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିପଟା
ଉଚ୍ଚାରଣ: Kāḻipaṭā

ଦେ. ବି. —

୧୮୩୬: -୧୮୩୭ ସାଲର ଇଂରେଜ୍ ସରକାରଙ୍କ ଦ୍ବାରା ଓଡ଼ିଶାର ଭୂରାଜ୍ୟ ସେଟେଲ୍ମେଣ୍ଟରେ ଥାନୀ ପ୍ରଜାମାନେ ପାଇଥିବା କାଗଜ ଉପରେ କାଳିରେ ଲେଖା ହୋଇ ଥିବା ସ୍ବତ୍ବଲିପି ବା ପଟା —The paper- slipe which were given to tanants by the British Government after the conclusion of the revenue-settlement of Orissa during ୧୮୩୬-୩୭. A. D.