କାଳିମାଟି
ଦେଖଣା
କାଳିମାଟି —
ଉଚ୍ଚାରଣ: Kāḻimāṭi
ଦେ. ବି. (ନାମ) —
ସଂହଭୂମ ଜିଲ୍ଲାର ଜାମଶେଦ୍ପୁର ବା ଟାଟାନଗର ପୂର୍ବ ନାମ —The former name of Jamshedpur in the district of Singhbhum.
[ଦ୍ର—ଏଠାରେ ଟାଟା କମ୍ପାନୀଙ୍କର ଭାରତପ୍ରସିଦ୍ଦ ଲୁହା— କାରଖାନା ଅଛି]