କାଳିଷ୍ଠ
ଦେଖଣା
କାଳିଷ୍ଠ —
ଉଚ୍ଚାରଣ: Kāḻishṭha
(କାଳିଷ୍ଠା—ସ୍ତ୍ରୀ)
ସଂ. ବିଣ. ପୁଂ. (କାଳ=କୃଷ୍ଣବର୍ଣ୍ଣ+ଅତିଶୟାର୍ଥେ. ଇଷ୍ଠ) —
ଅତିଶୟ କୃଷ୍ଣବର୍ଣ୍ଣବିଶିଷ୍ଟ — Of deep black colour.