Jump to content

କାଳିହ୍ରଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିହ୍ରଦ
ଉଚ୍ଚାରଣ: Kāḻihrada

ଦେ. ବି —

ୟମୁନା ନଦୀର ଗଣ୍ଡବିଶେଷ — A place of deep water in the river J̄amunā.

(ଯଥା—ଏହି ଗଣ୍ଡରେ କାଳିୟ ସର୍ପ ବାସ କରୁଥିଲା)

ଗରୁଡ଼ କେଉଁ ଅପରାଧେ ପଶି ଯେ ଥିଲା କାଳିଦ୍ରହେ ଜଗନ୍ନାଥ. ଭାଗବତ