କାଳି ସଉଦା
ଦେଖଣା
କାଳି ସଉଦା —
ଉଚ୍ଚାରଣ: Kāḻi saudā
ଦେ. ବି —
ନଗଦ ଧନ ଦିଆ ଯାଇ ଉଧାରଧାରରେ ଦୋକାନୀଠାରୁ ନିଆଯିବା ପଣ୍ୟ ଦ୍ରବ୍ୟ — Commodities purchased from a grocer on credit.