କାଳୀନ
ଦେଖଣା
କାଳୀନ —
ଉଚ୍ଚାରଣ: Kāḻīna
ସଂ. ବିଣ. (କାଳ+ଭବାର୍ଥେ. ଈନ) —
କାଳ ବା ସମୟରେ ଘଟୁଥିବା —Happening in (time)
[ଦ୍ର—ଏ ଶବ୍ଦର ସ୍ବତନ୍ତ୍ର ପ୍ରୟଗୋ ନାହିଁ ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ ଯଥା—ପୂର୍ବକାଳୀନ, ଏକକାଳୀନ, ପରକାଳୀନ, ଗମନକାଳୀନ, ଭୋଜନକାଳୀନ, ସନ୍ଧ୍ୟାକାଳୀନ, ତତ୍କାଳୀନ ଇତ୍ୟାଦି]