Jump to content

କାଳୀପୂଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳୀପୂଜା
ଉଚ୍ଚାରଣ: Kāḻīpūjā

ସଂ. ବି. (୬: ଷ୍ଠୀ ତତ୍; କାଳୀ+ପୂଜା) —

୧: କାଳୀଠାକୁରାଣୀଙ୍କ ପୂଜା — ୧. Worship of the Goddess Kāḻī.

[ଦ୍ର—କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଧଶୀ ତିଥିରେ କାଳୀମୂର୍ତ୍ତିଙ୍କର ପ୍ରତିଷ୍ଠା ଓ ପୂଜା କରାଯାଏ] The ୧୪th day of the dark fortnight of the month of Kārttika when the image of Kāḻī is set up and worshipped.