Jump to content

କାଳୀୟକ

ଉଇକିଅଭିଧାନ‌ରୁ
(କାଳୀଯକରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାଳୀୟକ
ଉଚ୍ଚାରଣ: Kāḻīyaka

ସଂ. ବି. (କାଳ+ଈୟ+କ) —

୧: ପୀତଚନ୍ଦନ (ଦେଖ) Pītachandana (See)

୨: କୃଷ୍ଣଚନ୍ଦନ —୨. Aloeswood; Eaglewood.

୩: କୁଙ୍କୁମ (ଦେଖ) ୩. Kuṇkuma (See)

୪: ଶିଳାଜତୁ (ଦେଖ) ୪. Ṡiḻājatu (See)

୫: ଦାରୁହରିଦ୍ରା (ଦେଖ) ୫. Dāruharidrā (See)