କାଳୁସୁଣୀ
ଦେଖଣା
କାଳୁସୁଣୀ —
ଉଚ୍ଚାରଣ: Kāḻusuṇī
ଦେ. ବି. (ସଂ. କାଳ+କୃଷ୍ଣବର୍ଣ୍ଣ) —
୧: ଘୋର କୃଷ୍ଣବର୍ଣ୍ଣା ଦୀର୍ଘକାୟା ଝୂମ୍ପୂରିମୁଣ୍ଡୀ ସ୍ତ୍ରୀ — ୧. A women of very dark complexion and huge proportions and with hairs flowing.
୨: (କାଳଶିର ସ୍ତ୍ରୀଲିଙ୍ଗ) କାଳଶୁଣି; ଯେଉଁ ସ୍ତ୍ରୀଲୋକଠାରେ ଦେବତା ଉଭା ହୁଅନ୍ତି; ଯେଉଁ ସ୍ତ୍ରୀକୁ ଠାକୁରାଣୀ ଲାଗନ୍ତି —୨. An inspired woman; a woman on whom the sprit of a Goddess descends and appears.