କାଳେ
ଦେଖଣା
କାଳେ —
ଉଚ୍ଚାରଣ: Kāḻe
কিজানি
कबाजाते; शायद
ଦେ. ଅ. (ସଂ. କାଳେ) —
୧: କେଜାଣି ଅବା; ପଛେ — ୧. Lest.
କାଳେ ସ୍ରୋତ ହେବ ନିର୍ମଳ ହଦେ ଏହି ଆତଙ୍କ ମଧୁସୂଦନ. କବିତା
୨: ବୋଧ ହୁଏ —୨. It seems.
୩: ସମ୍ଭବତଃ —୩. Perhaps.
কালে;কবে
कब
୪: ସମୟରେ —୪. In time.
୫: ବହୁଦିନ ପରେ —୫. A long time after.
୬: ସମୟକ୍ରମେ; କେବେ —୬. In course of time.
୭: ଭବିଷ୍ୟତରେ —୧. In future.
ଗମନକୁସୁମ ପରି ଏଥିଶ୍ରମ, ଫଳ କି ହୋଇବ କାଳେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଗ. ଗୀତ