Jump to content

କାଳେବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳେବର
ଉଚ୍ଚାରଣ: Kāḻe bara

ଦେ. ବି. —

୧: ଭୀମଙ୍କ ବ୍ୟବହୃତ ଗଦାବିଶେଷ — ୧. A club used by Bhīma, one of the Pāṇḍabas.

କାଳେବର ଗଦା ଯେ ବହଇ ବୃକୋଦର ସାରଳା . ମହାଭାରତ. ଭୀଷ୍ମ

୨: ବନବିଶେଷ —୨. Name of a forest.

କାଳିନ୍ଦୀ ନଦୀ ତୀରେ କାଳେବର ବନ ସାରଳା. ମହାଭାରତ. ବନ