Jump to content

କାଳେ ସକାଳେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳେ ସକାଳେ
ଉଚ୍ଚାରଣ: Kāḻe sakāḻe

୧: କୌଣସି ସମୟରେ; କେବେ — ୧. At any time; ever.

ଏପରି ଘୁଙ୍ଗୁଳିଆ ପବନ କାଳସେକାଳେ ଦେଖିବାର ନାହିଁ ଫକୀରୀମୋହନ.ଗଳ୍ପସ୍ବଳ୍ପ

୨: କଦବା; କ୍ବଚିତ୍ —୨. Scarcely, if ever.