କାଳ୍ଜିଭୀ
ଦେଖଣା
କାଳ୍ଜିଭୀ —
ଉଚ୍ଚାରଣ: Kālj̄ibhi
ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. କାଳ ଓ ଜିହ୍ବା) (ଗାଳିରେ ବ୍ୟବହୃତ —
କୃଷ୍ଣବର୍ଣ୍ଣ ଜିହ୍ବାଗ୍ରବିଶିଷ୍ଟା (ସ୍ତ୍ରୀ) — A woman having a black tongue.
[ଦ୍ର—ଲୋକମାନଙ୍କର ବିଶ୍ବାସ ଯେ ଏମାନଙ୍କର ସ୍ବାମୀ ଅଳ୍ପ— ବୟସରେ ମରନ୍ତି]