Jump to content

କାଳ୍ପନିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ୍ପନିକ
ଉଚ୍ଚାରଣ: Kāḻpanika

ସଂ. ବିଣ. (କଳ୍ପନା+ସମ୍ବନ୍ଧାର୍ଥେ. ଇକ) —

୧: ଆନୁମାନିକ — ୧. Imaginary; fanciful.

୨: କଳ୍ପନାସଂଭୂତ —୨. Born of fancy.

୩: କଳ୍ପନାରେ ମାତ୍ର ଥିବା; ଅବାସ୍ତବ — ୩. Not actually in existence.