କାଳୟବନ
ଦେଖଣା
କାଳୟବନ —
ଉଚ୍ଚାରଣ: Kāḻajabana
ସଂ. ବି. (ନାମ) (କାଳ+ୟବନ) —
ୟବନରାଜବିଶେଷ; [ଶୂଳପାଣିଙ୍କ ନିଯୋଗରେ ଗାର୍ର୍ୟ ମୁନିଙ୍କ ଔରସରୁ ଜାତ; ଏ ମହାଦେବଙ୍କ ବରରେ ବିଶେଷ ଅତ୍ୟାଚାରୀ ହେବାରୁ ଶ୍ରୀକୃଷ୍ଣ କୌଶଳପୂର୍ବକ ମୁଚକୁନ୍ଦର କୋପ— ଦୃଷ୍ଟିରେ ଏହାକୁ ଭସ୍ମ କରାଇ ଥିଲେ] —A very oppressive demon-king who was slain by Ṡrīkṛushṇa by means of a stratagem