Jump to content

କାଳୟାପନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳୟାପନ
ଉଚ୍ଚାରଣ: Kāḻaj̄āpana

ସଂ. ବି. (୬: ଷ୍ଠୀ ତତ୍; କାଳ+ୟାପନ) —

୧: ସମୟ— କ୍ଷେପଣ; କାଳ କଟାଇବା —୧. The passing or whiling away of time.

୨: ବିଳମ୍ବ —୨. Delay.

୩: ହଁ କରିବା ହଁ କରିବା ବୋଲି ବେଳ ଗଡ଼ାଇବା — ୩. Procrastination

୪: ଲୋକୟାତ୍ରା ନିର୍ବାହ; ଗୁଜରାନ୍ ମେଣ୍ଟଣ — ୪. Eking out of one's subsistence.