Jump to content

କାଳ ଆସି ଲଟାରେ ପଶିଲାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ଆସି ଲଟାରେ ପଶିଲାଣି
ଉଚ୍ଚାରଣ: Kāḻa āsi laṭāre paṡilāṇi

ଦେ. ପ୍ରବଚନ —

ବର୍ତ୍ତମାନ ସମୟରେ ଅସମ୍ଭବ ବା ବିପରୀତ କାର୍ଯ୍ୟ ଘଟିଲାଣି [କୌଣସି ବିପରୀତ ଘଟଣା ଘଟିଲେ (ଯଥା, ପୁତ୍ରଦ୍ବାରା ପିତୃହତ୍ୟା; ଗୁରୁଜନଙ୍କ ଗଞ୍ଜଣା; ସତ୍ୟଲଘଂନ; ଦୁରାଚାର; ସାଧୁର ଦଣ୍ଡ; ପାପିର ପୁରସ୍କାର) ଲୋକେ କହନ୍ତି ଯେ କାଳ ଆସି ଲଟାରେ ପଶିଲାଣି] — The times are out of joint.