Jump to content

କାଳ ଗଡ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ଗଡ଼ାଇବା
ଉଚ୍ଚାରଣ: Kāḻa gaṟḍ̠āibā
কালগড়ান काल बिताना

ଦେ. କ୍ରି. —

୧: ିରୂପିତ ସମୟ ଅତିବାହନ କରିବା — ୧. To be beyond time; to let the appointed time pass.

୨: ସମୟକୁ ବୃଥା ନଷ୍ଟକରିବା — ୨. To waste time.