Jump to content

କାଳ ଗଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ଗଡ଼ିବା
ଉଚ୍ଚାରଣ: Kāḻa gaṟḍ̠ibā
কালগড়া

ଦେ. ବି —

୧: ନିରୂପିତ ସମୟରେ କୌଣସି କାର୍ଯ୍ୟ ନିଷ୍ପନ୍ନ ନ ହେବା; ନିର୍ଦ୍ଧାରିତ ସମୟର ଅତିକ୍ରମ — ୧. The passing of the fixed time.

୨: ଭବିଷ୍ୟତ୍ ସମୟରେ କୌଣସି ନିରୂପିତ କାର୍ଯ୍ୟ କରିବା ପାଇଁ ରଖାଯିବା — ୨. Putting off or adjournment of a matter for the future.

୩: ସମୟର ବୃଥା କ୍ଷେପଣ —୩. Waste of time