Jump to content

କାଳ ଗ୍ରାସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ଗ୍ରାସିବା
ଉଚ୍ଚାରଣ: Kāḻa grāsibā

ଦେ. ବି —

୧: ମୃତ୍ଯୁର ସମୟ ନିକଟବର୍ତ୍ତୀ ହେବା; ଆସନ୍ନ— ମୃତ୍ଯୁ ଅବସ୍ଥା ଘଟିବା — ୧. Approach of death.

କାଳ ଗ୍ରାସିଲେ ପ୍ରାଣୀ, କହେ ବିକୃତ ବାଣୀ, ସହଜେ ଏତ ଦୁଷ୍ଟ ସୀମା—ଦୀନକୃଷ୍ଣ

୨: ମରିବା; ମରଣ ଘଟିବା —୨. Dying.