Jump to content

କାଳ ପୁରାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ପୁରାଇବା
ଉଚ୍ଚାରଣ: Kāḻa pūrāibā

ଦେ. କ୍ରି —

୧: ମାରି ପକାଇବା — ୧. To kill.

ଯେବେ କୁରୁମାନଙ୍କ ପୁରାଇବ କାଳ—କୃଷ୍ଣସିଂହ. ମହାଭାରତ.କର୍ଣ୍ଣ

୨: ମରିବା —୨. To die.

ପାଚି ତ ଗଲାଣି ମୋ ଦେହୟାକ ବାଳ ଅର୍ଜୁର ସଙ୍ଗେ ଯୁଝି ପୁରାଇବ କାଳ—କୃଷ୍ଣସିଂହ. ମହାଭାରତ. ବିରାଟ