କାଳ ପୂରିବା
ଦେଖଣା
କାଳ ପୂରିବା —
ଉଚ୍ଚାରଣ: Kāḻa pūribā
ଦେ. ବି —
୧: ଜୀବନାନ୍ତ ସମୟ ଉପସ୍ଥିତ ହେବା; ମୃତ୍ଯୁ ଆସନ୍ନ ହେବା — ୧. Death being imminent.
୨: ମୃତ୍ଯୁ ଘଟିବା —୨. Death taking place.
କେ ବୋଲଇ କେତେ କାଳରେ ଏହି କାଳ ହୋଇଛି ଆଜି ତହିଁ ପୂରିବ ଆମ୍ଭ କାଳ—କୃଷ୍ଣସିଂହ ମହାଭାରତ. ଆଦି