କାଳ ସର୍ପ ବେକରେ ଗୁଡ଼ାଇବା
ଦେଖଣା
କାଳ ସର୍ପ ବେକରେ ଗୁଡ଼ାଇବା —
ଉଚ୍ଚାରଣ: Kāḻa sarpa bekare guṟḍ̠āibā
ଦେ. କ୍ରି —
୧: ଜାଣିଶୁଣି ବିପଦକୁ ପାଖକୁ ଡାକି ଆଣିବା — ୧. Knowingly to court misfortune.
୨: ସର୍ବନାଶକାରୀ ବ୍ୟକ୍ତିକୁ ନିଜ ପାଖରେ ରଖିବା — ୨. To give shelter to a person who is sure to turn round and bite you to death
୩: ଅନ୍ୟ ବ୍ୟକ୍ତି ନିକଟରେ ଗୋଟିଏ ଦୁଷ୍ଟ ବ୍ୟକ୍ତିକୁ ରଖିବା — ୩. To keep a wicked person near someone