Jump to content

କାଳ ହାତରେ (କୌଣସି ବ୍ଯକ୍ତିର) ବାଳ ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ହାତରେ (କୌଣସି ବ୍ୟକ୍ତିର) ବାଳ ଦେବା
ଉଚ୍ଚାରଣ: Kāḻa hātare (k&aline;&uline;ṇasi byaktira) bāḻa debā

ଦେ. କ୍ରି —

ହତ୍ୟା କରିବା; ବଧ କରିବା —To kill (a person)

ଅର୍ଜୁନଙ୍କୁ ବେଢ଼ି ମାରନ୍ତେ କୁରୁବଳ ଅର୍ଜୁନ ଦେଲେ କାଳ ହାତେ ତାଙ୍କ ବାଳ କୃଷ୍ଣସିଂହ. ମହାଭାରତ. ଦ୍ରୋଣ