Jump to content

କାଳ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳ ହେବା
ଉଚ୍ଚାରଣ: Kāḻa hebā

ଦେ. ବି —

ମୃତ୍ଯୁ ଘଟିବା — The happening of death.

(ଯଥା—ଅମୁକର କାଲି କାଳ ହେଲା)

ଦେ. କ୍ରି —

୧: (କୌଣସି ବ୍ୟକ୍ତି) ଅନ୍ୟ ବ୍ୟକ୍ତିର ଶତ୍ରୁ— ରୂପେ ଦଣ୍ଡାୟମାନ ହେବା — ୧. To turn out to be a bitter enemy.

(ଯଥା—ସେ ପରା ମୋର କାଳ ହୋଇଛି)

୨: ଅନ୍ତରାୟ ହେବା — ୨. To act as a hindrance or obstacle.