କାଶତଣ୍ଡୀ
ଦେଖଣା
କାଶତଣ୍ଡୀ —
ଉଚ୍ଚାରଣ: Kāṡataṇḍī
ଦେ. ବି. (ଏକାର୍ଥକ ସହଚର; ସଂ. କାଶ+ଓ. ତଣ୍ଡୀ) —
କାଶତୃଣ — A kind of reed; Sachharum Spontanneum.
କାଶତଣ୍ଡୀଫୁଲେ ମହୀ ଦିଶଇ ଧବଳ—ମଧୁସୁଧନ.ଛନ୍ଦମାଳା