Jump to content

କାଶିନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶିନ୍ଦି
ଉଚ୍ଚାରଣ: Ksṡindi

ଦେ.ବି (ସଂ. କାଶମର୍ଦ୍ଦ) —

୧: କାଶମର୍ଦ୍ଦ (ଦେଖ) ୧. Kāṡamardda (See)

୨: କଞ୍ଚା ଆମ୍ବକୁ ଟାକୁଆ ସହିତ ଚିରୁଡା କରି କାଟି ସେଥିରୁ କୋଇଲି କାଢିଦେଇ ସେଥିରେ ବେସର ଗୋଳାଇ ସୋରିଷ ଚେଲରେ ସନ୍ତୁଳି ପ୍ରସ୍ତୁତ କରାଯିବା ଆଚାର — ୨. A kind of mango-pickle.